ମନ୍ଦିରରେ ପୂଜା ବେଳେ ମହୁମାଛି ଆକ୍ରମଣ; ୮ ଆହତ

ମୟୂରଭଞ୍ଜ ଜିଲ୍ଲା ସାରସକଣା ଶୀର୍ଷାରେ ଅକ୍ଷୟ ତୃତୀୟା ପୂଜା ବେଳେ ଅଘଟଣ ଘଟିଛି।

ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes