ମନ୍ତ୍ରୀ ଘରକୁ ଅଣ୍ଡାମାଡ଼ ଘଟଣାରେ ୪ କଂଗ୍ରେସ କର୍ମୀ ଗିରଫ

ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ଘରକୁ ଅଣ୍ଡାମାଡ଼ ଘଟଣାରେ ୪ ଜଣ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କଲା ପୁଲିସ। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କଲା କ୍ୟାପିଟାଲ୍ ଥାନା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes