ମନରେଗା ଯୋଜନା କାମ ଶୁଭାରମ୍ଭ କଲେ ସରପଞ୍ଚ

ଆଜି ବରଗଡ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ପଂଚାୟତରେ ମନରେଗା ଯୋଜନାର ମାଟି ଖନନ କାମ ଶୁଭାରମ୍ଭ ହୋଇଛି ।

ନବନିର୍ବାଚିତ ସରପଂଚ ଏହି ସ୍ଥାନକୁ ପହଞ୍ଚି କାର୍ଯ୍ୟଶୁଭାରମ୍ଭ କରି ଶ୍ରମିକମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes