ମନରେଗା ଦୁର୍ନୀତି, ତଦନ୍ତ ଜାରି

ପୁରୀ ଜିଲ୍ଲା ଅସ୍ତରଙ୍ଗ ବନବିଭାଗ ଅଧୀନରେ ଅନାବନା ଗଛ ସଫା କରିବାକୁ ମନରେଗାରେ ଯୋଜନାରେ ଦୁର୍ନୀତି ଅଭିଯୋଗକୁ ଭିତ୍ତିକରି ଆଜିଠୁ ତଦନ୍ତ ଆରମ୍ଭ ହୋଇଛି|

ପୁରୀଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(ଡ଼ିଏଫଓ) ପି. ରାମସ୍ଵାମୀଙ୍କ ନେତୃତ୍ୱରେ ସହକାରୀ ବନ ସଂରକ୍ଷକ(ଏସିଏଫଓ) ଉତ୍ତମ କୁମାର ଗଡ଼ନାୟକ ଆଜି ପୀରଜାହାନିଆ ବନବିଭାଗ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes