ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ନେଲେ ଦୁର୍ବୃତ୍ତ

କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଭୃଙ୍ଗରାଜ ପଶି ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଓ ଅଫିସ ଗୃହର ଚାବି ଭାଙ୍ଗି ଶନିବାର ରାତିରେ ଦୁର୍ବୁତ୍ତ ମାନେ ଛାତ୍ରୀ ଛାତ୍ର ଙ୍କ ପାଇଁ ଥିବା ୧ କ୍ୱିଣ୍ଟାଲ ୩୦ କିଲୋ ଗ୍ରାମ ମଧ୍ୟାହ୍ନ ଭୋଜନ ର ଚାଉଳ ସହ , ରୋଷେଇ ସରଞ୍ଜାମ ଛାତ୍ରୀ ଛାତ୍ର ଙ୍କ ପାଇଁ ଥିବା ଖେଳ ଉପକରଣ ଚୋରି କରି ନେଇ ଯାଇଛନ୍ତି ।

ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତା ପଣ୍ଡା ତୁରୁମୁଙ୍ଗା ଥାନା ରେ ରବିବାର ଅଭିଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes