ଚଳିତ ବର୍ଷ ମଧ୍ୟମାରେ ୨୯୮୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୯୩୧ ପାସ୍ ହୋଇଛନ୍ତି। ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ପାସ୍ ହାର ୫୯.୮୨% ରହିଛି।-ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ ୧୦,୦୪୩ ଏବଂ ସେଥିମଧ୍ୟରୁ ୭୪୦୫ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
Credible Local News of Odisha