ମଥାନୀରେ ଜଳକା ବିପଦ ସଂକେତ ଟପିଲା

ବାଲେଶ୍ୱର ଜିଲ୍ଳାର ବସ୍ତା ଅଞ୍ଚଳର ମଥାନୀ ଠାରେ ଜଳକା ନଦୀ ବିପଦସଂକେତ ଟପିଥିବା ଜଣାପଡିଛି l ଏଠାରେ ବିପଦ ସଂକେତ 5.5 ମିଟର ଥିବା ବେଳେ ଗୁରୁବାର ରାତି ବେଳକୁ ବନ୍ୟା ଜଳ 6.11 ମିଟରରେ ପ୍ରବାହିତ ହେଉଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes