ମଣ୍ଡିରେ ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି

ରାଜନଗର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀ ଏହି ବୟାନ ରଖିଛନ୍ତି।ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି, ଅନ୍ୟ ରୋଗ ଯୋଗୁଁ ଚାଷୀ ତ୍ରିଲୋଚନ ନାୟକଙ୍କ ଦେହାନ୍ତ ହୋଇଛି। ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ, ସମବାୟ ବିଭାଗ ତଦନ୍ତ କରୁଛି। ସ୍ଥାନ ନଥିବାରୁ ଧୀରେ ଧୀରେ ଧାନ ଉଠୁଥିଲା କହିଛନ୍ତି ସମବାୟ ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes