ମଣ୍ଡଳ ସ୍ତରୀୟ ଡାକମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ରବୀନ୍ଦ୍ରନାଥ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଠାରେ ବଲାଙ୍ଗୀର ଡାକ ମଣ୍ଡଳ ତରଫରୁ ମଣ୍ଡଳ ସ୍ତରୀୟ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି l

ଏଥିରେ ମଣ୍ଡଳ ଡାକ ମୁଖ୍ୟ ତାପସ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes