ମଞ୍ଜିତ ସିଂ ହତ୍ୟା ମାମଲାରେ ବାପା ପୁଅକୁ ୮ବର୍ଷ ଜେଲ୍

କେନ୍ଦୁଝର ଜିଲ୍ଲା ଚମ୍ପୁଆ ମଞ୍ଜିତ ସିଂ ହତ୍ୟା ମାମଲାରେ ଅଭିଯୁକ୍ତ ବାପା-ପୁଅ ବସନ୍ତ ବେହେରା ଓ ବାଙ୍କା ବେହେରାକୁ ୮ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଲେ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।

ମଞ୍ଜିତଙ୍କୁ ୨୦୧୬ ଅକ୍ଟୋବର ୩୦ରେ ପଥରରେ ଛେଚି ହତ୍ୟା କରିଥିଲେ ଅଭିଯୁକ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes