ତାଳଚେର ବ୍ଲକ୍ କଳମଛୁଇଁ ଗ୍ରାମର ମଝିକା ସାହିର ୧୦ଦଫା ଦାବି ଯଥା ଥଇଥାନ, ନିଯୁକ୍ତି, ପୋଖରିଆ ଖାଦାନର ଅଭିବୃଦ୍ଧି ଏବଂ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବା ନିମନ୍ତେ ଆଜି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଡେପୁଟି କଲେକ୍ଟର, ହିଙ୍ଗୁଳା ମହାପ୍ରବନ୍ଧକ, ୧୮ନଂ ଜୋନ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଏବଂ ଗ୍ରାମବାସୀଙ୍କ ସହ ଅଞ୍ଚଳ ପରିଦର୍ଶନ କରିବା ସହ ଆଲୋଚନା କରିଛନ୍ତି।
