ମଙ୍ଗଳା ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜିରିଡା ଗ୍ରାମରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ପାଇଁ ଆଜି କଳସ ଯାତ୍ରାରେ ଯୋଗ ଦେଇ ଅନେକ ଶ୍ରଦ୍ଧାଳୁମାନେ କଳସ ଆଣିଥିଲେ ।

କଳସ ଯାତ୍ରା ପରେ ପୂଜାର୍ଚ୍ଚନା ଚାଲିଛି । ଏଥିପାଇଁ ସବୁ ପ୍ରସ୍ତୁତ ସରିଛି । ଉଦଳା ନଗର ପାଳ ଅଧ୍ୟକ୍ଷା ଯୋଗ ଦେଇଥିବା ବେଳେ ଅନେକ ଭକ୍ତ ମଧ୍ୟ ସାମିଲ ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version