ମଙ୍ଗଳା କୋଠି ଭାଙ୍ଗିବାକୁ ଦାବି କରି ଏକାଠି ହେଲେ ସ୍ଥାନୀୟ ଲୋକ

ଅନୁଗୁଳ ଜିଲ୍ଲା କିଆକଟା ଥାନାଞ୍ଚଳ ମଙ୍ଗଳା କୋଠି ବିବାଦ ମାମଲାରେ ମଙ୍ଗଳା କୋଠି ଭାଙ୍ଗିବାକୁ ଦାବି କରି ଏକାଠି ହୋଇଛନ୍ତି ସ୍ଥାନୀୟ ଲୋକ।

ଶତାଧିକ ମହିଳାଙ୍କ ସହ ସ୍ଥାନୀୟ ଲୋକ ମଙ୍ଗଳା କୋଠି ଘେରିଛନ୍ତି। ରାସ୍ତାରେ କାଠ ପକାଇ କିଆକଟା-କିଶୋରନଗର ରାସ୍ତା ଅବରୋଧ କରିଛନ୍ତି। ଆଇନଶୃଙ୍ଖଳା ବିଗିଡ଼ିବା ଆଶଙ୍କାରେ ଘଟଣା ସ୍ଥଳରେ ୧ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes