ଭ୍ୟାନ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ବଲାଙ୍ଗୀର -ଟିଟିଲାଗଡ଼ ରାସ୍ତାର ବାହାଲି ଛକ ନିକଟରେ ଏକ ପିକ ଅପ ଭ୍ୟାନର ବାଇକ ସହ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes