ଖୋର୍ଦ୍ଧା ଏନ୍ଏଚ୍ ୧୬ ଚଣ୍ଡେଶ୍ବର ନିକଟରୁ ଅବକାରୀ ବିଭାଗ ଜବତ କରିଛି।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଗଜପତିରୁ ପୁରୀ ଚାଲାଣ ହେଉଥିଲା। ଘଟଣାରେ ଜଣକୁ ଅଟକ ରଖାଯାଇଛି।
Credible Local News of Odisha