ଭୋଟ ଗଣତି କେନ୍ଦ୍ରକୁ ସାମ୍ବାଦିକଙ୍କୁ ନା

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ମଙ୍ଗଳବାର ଚମ୍ପୁଆରେ ହେଉଥିବା ବେଳେ ଅନେକ ଖବର ଦାତାଙ୍କୁ ଖବର ସଂଗ୍ରହ ପାଇଁ ଏଣ୍ଟ୍ରି ପାସ ମିଳି ନାହିଁ।

ଏଭଳି ସ୍ଥଳେ ଖବର ଦାତାମାନେ କିଭଳି ଖବର ସଂଗ୍ରହ କରିବେ ସେନେଇ ସ୍ପଷ୍ଟ ହୋଇବନାହିଁ। ଏଣ୍ଟ୍ରି ପାସ ପାଇଁ ଖବର ଦାତାମାନେ ଜିଲ୍ଲା ଡିଆଇପିଆରଓଙ୍କ ଠାରେ ଦରଖାସ୍ତ କରି ବୁଥ ଏଣ୍ଟ୍ରି ପାସ ପାଇଥିବା ବେଳେ ଭୋଟ ଗଣତି କେନ୍ଦ୍ର ଏଣ୍ଟ୍ରି ପାସ ପାଇ ପାରି ନାହାଁନ୍ତି। ଫଳରେ ଖବର ଦାତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes