କାଶୀନଗର ବ୍ଲକ୍ ୧୧୦-ସିଧାମଡ଼ଙ୍ଗ ପୋଲିଂ ଷ୍ଟେସନର ବିଏଲ୍ଓ ଦାୟିତ୍ବରେ ଥିବା ସହକାରୀ ଶିକ୍ଷକ ରାମାନୁଜ ଦାସଙ୍କୁ ସସ୍ପେଣ୍ଡ୍ କରାଯାଇଛି।
ଦାୟିତ୍ୱ ପାଳନରେ ଅବହେଳା ପାଇଁ ସସ୍ପେଣ୍ଡ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ।
Credible Local News of Odisha