ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ବନ୍ୟା ଜଳ ଯାଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପାଞ୍ଚୟତ ନୂଆପଡା ଗ୍ରାମର ନିଧି ବାଘଙ୍କ ବାସଗୃହଟି ଭାଙ୍ଗି ଯିବା ଫଳରେ ପରିବାର ଲୋକ ରହିବାରେ ଅସୁବିଧା ସୃଷ୍ଟି ହେଉଛି l
ଏଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସରକାର ପକ୍କା ଘର ଖଣ୍ଡେ ଯୋଗେଇ ଦେବା ପାଇଁ ସେ ଦାବି କରିଛନ୍ତି l