ଭୁଶୁଡ଼ିଲା ରମାଦେବୀ ୟୁନିଭର୍ସିଟି ପାଚେରି

ଜନପଥକୁ ଲାଗିଥିବା ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ୟୁନିଭର୍ସିଟି ଗାର୍ଡେନକୁ ଭୁଶୁଡ଼ି ପଡ଼ିଛି।

ନିମ୍ନମାନର କାମ ପାଇଁ ଭୁଶୁଡ଼ିଥିବା କହିଛନ୍ତି ସ୍ଥାନୀୟ କର୍ପୋରେଟର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes