ଭୁବନେଶ୍ୱର ହିଟ୍‌ ଇଣ୍ଡେକ୍ସ ୫୨ ଡିଗ୍ରୀ

ଭୁବନେଶ୍ୱରରେ ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେଉଛି। ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଦ୍ରତା ୬୦ ପ୍ରତିଶତ ଓ ହିଟ୍‌ ଇଣ୍ଡେକ୍ସ ୫୨ ଡିଗ୍ରୀ ରହିଛି ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes