ଭୁବନେଶ୍ୱର ସ୍ପେସାଲ କ୍ରାଇମ ୟୁନିଟର ରେଡ୍‌

ଭୁବନେଶ୍ୱର ଖଣ୍ଡଗିରିର ଧର୍ମବିହାର ଅଞ୍ଚଳରେ ସ୍ପେସାଲ କ୍ରାଇମ ୟୁନିଟ ବିଭିନ୍ନ ପାନ ଦୋକାନ ଓ ହୋଟେଲରେ ଚଢ଼ଉ ଚାଲିଛି।

ପାନ ଦୋକାନରେ ଗଞ୍ଜେଇ ମିଳୁଥିବା ଅଭିଯୋଗରେ ଚାଲିଛି ରେଡ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes