ଭୁବନେଶ୍ୱର -ତିରୁପତି ସ୍ପେଶାଲ ଟ୍ରେନ ଚାଲିବ

ଦୁର୍ଗାପୂଜା ସମୟରେ ଯାତ୍ରୀଭିଡ଼ ହ୍ରାସ କରିବାକୁ ଭୁବନେଶ୍ୱର -ତିରୁପତି ମଧ୍ୟରେ ସ୍ପେଶାଲ ଟ୍ରେନ ଚଳାଇବାକୁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି l
ଏହି ସାପ୍ତାହିକ ସୁପରଫାଷ୍ଟ ସ୍ପେସିଆଲ ଏକ୍ସପ୍ରେସ ଭୁବନେଶ୍ୱରରୁ ପ୍ରତି ଶନିବାର ତିରୁପତି ଅଭିମୁଖେ ଯାତ୍ରା କରିବ ଏବଂ ତିରୁପତିରୁ ପ୍ରତି ରବିବାର ଭୁବନେଶ୍ୱର ଅଭିମୁଖେ ଆସିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes