ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ ଘଟିଛି। କୌଣସି ଏକ ମାମଲାରେ ବର୍ଷେ ହେବ ଝାରପଡ଼ା ଜେଲ୍ରେ ଥିଲେ। ଜେଲ୍ରେ ଥିବା ବେଳେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ବିଭିନ୍ନ ସମୟରେ କଟକ, କ୍ୟାପିଟାଲ, ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତକ ଡୁମୁଡୁମା ଅଞ୍ଚଳର, ଜେଲ୍ରେ ମାଡ଼ ମରାଯାଉଥିବା ମା’ର ଅଭିଯୋଗ ହୋଇଛି।