ରାଉରକେଲାରେ କ୍ରାସ ହୋଇଥିବା ବିମାନର ଇଞ୍ଜିନ୍ ଭୁବନେଶ୍ୱର ଗଲା।ଭୁବନେଶ୍ୱରରୁ ବିମାନ ଇଞ୍ଜିନ୍ ସିଧାସଳଖ କାନାଡା ଯିବାନେଇ ସୂଚନା ମିଳିଛି। ବିମାନ ଇଞ୍ଜିନ କହିବ ଦୁର୍ଘଟଣା କାହିଁକି ହୋଇଥିଲା। ଜାନୁଆରୀ ୧୦ ତାରିଖରେ ଜଲଦାରେ ବିମାନ କ୍ରାସ୍ ହୋଇଥିଲା।
Credible Local News of Odisha