ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ

ବାରଙ୍ଗ ରତାଗଡ଼ଠାରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମେଟ୍ରୋ ପାଇଁ ମୁଁ କଥା ଦେଇଥିଲି, ଆଜି ପାଳନ କଲି।

୪ ବର୍ଷ ମଧ୍ୟରେ ମେଟ୍ରୋ ରେଳ କାମ ସରିବ। ଆଗାମୀ ଦିନରେ ଖୋର୍ଦ୍ଧା, ପୁରୀକୁ ସଂପ୍ରସାରଣ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes