ଭୁବନେଶ୍ୱର ଅଳିଆଗଦାରୁ ନବଜାତ ଉଦ୍ଧାର

ଭୁବନେଶ୍ୱର ସ୍ଥାନୀୟ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଷ୍ଟେସନ ବଜାରର କଦଳୀ ଗୋଦାମ ବସ୍ତି ନିକଟ ଏକ ଅଳିଆ ଗଦାରୁ ଗୋଟିଏ ନବଜାତ ଶିଶୁପୁତ୍ର ପଡିଥିବା ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରୁ ଶିଶୁଟିକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରଥିବା ସୂଚନା ମିଳିଛି।

ଶିଶୁଟି ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes