ଭୁବନେଶ୍ୱରରେ ୩ ପିଲା ନିଖୋଜ

୩ଟି ମାମଲାରେ ପିଲାଙ୍କୁ ଉଦ୍ଧାର ପାଇଁ ଛାନଭିନ ଜାରି ରଖିଛି ପୁଲିସ।ପରିବାରର ଏତଲା ଆଧାରରେ ପୁରସ୍କାର ରାଶି ଘୋଷଣା କରାଯାଇଛି। ଛକ ଓ ବଜାରରେ ନିଖୋଜ ପିଲାଙ୍କ ପୋଷ୍ଟର ଲାଗିଥିବା ବେଳେ ପିଲାଙ୍କ ବିଷୟରେ ଖବର ଦେଲେ ମିଳିବ ୨୫ ହଜାର ଟଙ୍କା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes