ଭୁବନେଶ୍ୱରରେ ‘ହେଲଦି ଡାଏଟ୍ ଅଭିଯାନ’ର ଶୁଭାରମ୍ଭ

ମହିଳା ଓ ଶିଶୁ ବିକାଶ ବିଭାଗ-ୟୁନିସେଫ୍‌ର ମିଳିତ ସହଭାଗିତାରେ ଏହା ଆରମ୍ଭ ହୋଇଛି। ବିଭିନ୍ନ ଖାଦ୍ୟାଭ୍ୟାସ ଉପରେ ଚର୍ଚ୍ଚା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଘର ତିଆରି ଖାଦ୍ୟକୁ ଆପଣାନ୍ତୁ, ସୁସ୍ଥ ରୁହନ୍ତୁ ବୋଲି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes