ଭୁବନେଶ୍ୱରରେ ସକ୍ରିୟ କୋଭିଡ ଆକ୍ରାନ୍ତ ଶହେ ଉପରେ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 6 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3 ଜଣ ସୁସ୍ଥ ହୋଇଥିଲେ l ଏବେ ରାଜଧାନୀରେ ମୋଟ 105 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version