ଭୁବନେଶ୍ୱରରେ ମାତ୍ର 4 ନୂଆ କରୋନା ଆକ୍ରାନ୍ତ

ଗତ 24 ଘଣ୍ଟାରେ ଭୁବନେଶ୍ୱରରେ 4 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 6 ଜଣ ସୁସ୍ଥ ହୋଇଛନ୍ତି l ଏବେ ସହରରେ ମୋଟ 76 ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes