ଭୁବନେଶ୍ୱରରେ ମହାବାହୁଙ୍କ ସୁନାବେଶ

ଏକାମ୍ର ନଗରୀ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି l

ଡ଼ୁମଡୁମା, କୋଳଥିଆ, ଧର୍ମବିହାର, ୟୁନିଟ -୫, ଇସ୍କନ, ଭିଏସଏସ ନଗର, ବାଣୀବିହାର, ଆରସିଏମ, ଶୈଳଶ୍ରୀ ବିହାର, ପଟିଆ, କିସ ଆଦି ଜଗନ୍ନାଥ ମନ୍ଦିରରେ ସମସ୍ତ ପୂଜନୀତି ସହ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଥିଲା l ମହଣ ମହଣ ସୁନାରେ ମହାପ୍ରଭୁ ଝଲସିବା ସହ ଭକ୍ତଙ୍କୁ ଦର୍ଶନ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes