ଭୁବନେଶ୍ୱରରେ ପ୍ରଫେସରଙ୍କ ଘରୁ ୧୭ଲକ୍ଷର ସୁନା ସହ ଟଙ୍କା ଲୁଟ୍

ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳ ଆଇଆରସି ଭିଲେଜ ଏନ୍-୩/୭୪ରେ ରହୁଥିବା ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଘରୁ ଦିନ ଦ୍ବିପ୍ରହରରେ ଏହି ଚୋରି ହୋଇଛି।

୧୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ଲକ୍ଷେ ୭୦ ହଜାର ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes