ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦ୍‌ଘାଟନ କରିଛନ୍ତି।

CSIR, IMMT ପରିସରରେ ୨୮ ଯାଏଁ ଚାଲିବ ସମ୍ମିଳନୀ। ୨୦ଟି ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ଉତ୍ପାଦ ପ୍ରଦର୍ଶନ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes