ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡର ଏବେ 1029.50 ଟଙ୍କା

ଆଜି 14.2 କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 3 ଟଙ୍କା 50 ପଇସା ବୃଦ୍ଧି ହେବା ପରେ ଭୁବନେଶ୍ୱରରେ ଏହାର ଦର 1028 ଟଙ୍କା 50 ପଇସା ହୋଇଛି l ଗତ 7 ତାରିଖରେ 50 ଟଙ୍କା ବୃଦ୍ଧି ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes