ଭୁବନେଶ୍ୱରରେ ଖୋଲିବ SEBIର ବ୍ରାଞ୍ଚ ଅଫିସ

ଏ ନେଇ ସୂଚନା ଦେଲେ SEBI ଅଧକ୍ଷ ତୁହିନକାନ୍ତ ପାଣ୍ଡେ। ଏହା ପୂର୍ବ ଭାରତରେ SEBIର ପ୍ରଥମ କାର୍ଯ୍ୟାଳୟ ହେବ। କିଛି ମାସ ମଧ୍ୟରେ ଆଞ୍ଚଳିକ କାର୍ଯ୍ୟାଳୟ ଆରମ୍ଭ ହେବ କହିଛନ୍ତି ତୁହିନକାନ୍ତ ପାଣ୍ଡେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes