ନିର୍ବାଚନ ଫଳାଫଳ ପୂର୍ବରୁ ଦିନିକିଆ ଓଡ଼ିଶା ଗସ୍ତ ଆସିଛନ୍ତି। ସେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଗୌହାଟୀ ଫେରିଯିବେ। ପୱନ ଖେଡ଼ାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ମୋ ପାଖରେ କିମ୍ବା ମୋ ପରିବାର ପାଖରେ କୌଣସି ଗୋଲଡେନ୍ ଭିସା ନାହିଁ।
Credible Local News of Odisha