ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୨୧ପଇସା

ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପ୍ରତି ଦର 103 ଟଙ୍କା 21 ପଇସା ଥିବା ଜଣାପଡିଛି l ସେହିପରି ଡିଜେଲ ଦର ରହିଛି 94 ଟଙ୍କା 70 ପଇସା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes