ଭୁବନେଶ୍ୱରରେ ଆଉ 6 ଜଣ କରୋନାରେ ଆକ୍ରାନ୍ତ

ଗତ 24 ଘଣ୍ଟାରେ ଭୁବନେଶ୍ୱରରେ 6 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 5 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ ମୋଟ 67 ଜଣ କରୋନା ପଜିଟିଭ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes