ଭୁବନେଶ୍ୱରରେ ଆଉ ତିନି କରୋନା ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟାରେ ଭୁବନେଶ୍ୱରରେ 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ ମୋଟ 75 ଜଣ ପଜିଟିଭ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes