ଭୁବନେଶ୍ୱରରେ ଅବକାରୀ ବିଭାଗର ପକ୍ଷରୁ ରେଡ୍ August 19, 2025 by Odisha ମହର୍ଷି କଲେଜ ପାଖରେ ଥିବା ପାନ ଦୋକାନ ମାନଙ୍କରେ ଚଢ଼ାଉ କରିଛି ବିଭାଗ। ନିଶା ଦ୍ରବ୍ୟ ବିକ୍ରି ସନ୍ଦେହରେ ଚାଲିଛି ରେଡ୍।