ଭୁବନେଶ୍ୱରରେ ଅଛନ୍ତି 117 ସକ୍ରିୟ କରୋନା ଆକ୍ରାନ୍ତ

ଭୁବନେଶ୍ୱରରେ ଆଜି 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ 117 ଜଣ କରୋନା ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version