ଭୁବନେଶ୍ୱରରୁ ୩ ଶହ କେଜି ଗଞ୍ଜେଇ ଜବତ, ୩ ଗିରଫ

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ଦାମୀ କାରରେ ଚାଲାଣବେଳେ ପିତାପଲ୍ଲୀରୁ ଗୋଡ଼ାଇ ପାହାଳରେ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍। ୩ ଝାଡ଼ଖଣ୍ଡ ମାଫିଆଙ୍କୁ ଗିରଫ କରିଥିବା ବେଳେ ୨ଟି କାର ଜବତ କରିଛି ଟିମ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes