ଭୁବନେଶ୍ୱରରୁ ନିଆଯାଇଥିବା ହାତୀକୁ ଟାଙ୍ଗୀରେ ବିରୋଧ

ଭୁବନେଶ୍ଵରକୁ ପଶି ଆସିଥିବା ହାତୀକୁ ବନବିଭାଗ ଟ୍ରାଙ୍କୁଲାଇଜ କରି ପଟିଆ ମାଳରେ ଛାଡିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ।

ପରବର୍ତ୍ତୀ ସମୟରେ ଟାଙ୍ଗି ବ୍ଳକ ବନଵିଭାଗ ନାଲସିଂହ ଜଂଗଲରେ ହାତୀକୁ ଛାଡିବାକୁ ମସୁଧା କରିଥିବା ବେଳେ ସ୍ଥାନୀୟ ନାଲସିଂହ ଲୋକେ ମଧ୍ୟ ବିରୋଧ କରିଛନ୍ତି। ଏ ନେଇ ବନବିଭାଗ ଲୋକଙ୍କୁ ବୁଝାସୁଝା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version