ଭୁବନେଶ୍ଵରରେ ମଦ ଚୋରି କରିନେଇଗଲେ ଚୋର

ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ମ୍ୟାଗନମ ମଦ କାଉଣ୍ଟରର ତାଲା ଭାଙ୍ଗି କ୍ୟାସ ବାକ୍ସ ଖାଲି କରିବା ସହ ଦାମୀ ମଦ ଲୁଟି ନେଇଛନ୍ତି ଲୁଟେରା।

ସିସିଟିଭି ହାର୍ଡଡିସ୍କ ମଧ୍ୟ ଲୁଟି ନେଇଛନ୍ତି ଚୋର। ଲୁଟେରା ୫ ଲକ୍ଷ ୪୮ହଜାର କ୍ୟାସ୍ ଲୁଟି ନେଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version