ଭୁବନେଶ୍ବର ହିଟ୍ ଇଣ୍ଡେକ୍ସ ୫୪ଡିଗ୍ରୀ

୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଛି। କିନ୍ତୁ ରାଜଧାନୀ ହିଟ୍ ଇଣ୍ଡେକ୍ସ ୫୪ ଡିଗ୍ରୀ ଅଛି। ଅତ୍ୟନ୍ତ ଅସହ୍ୟ ଗୁଳୁଗୁଳି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes