ଏସଆଇ ପରୀକ୍ଷାରେ ସେଣ୍ଟର ଫିକ୍ସିଂ ନେଇ ତଥ୍ୟ ପ୍ରମାଣ ପରେ ସିବିଆଇ ପକ୍ଷରୁ ଦ ଟେକ୍ନୋ ସ୍କୁଲ୍ କ୍ୟାମ୍ପସ୍ରେ ୨୦ ଜଣିଆ ସିବିଆଇ ଟିମ୍ ଛାନଭିନ୍ କରିଥିଲେ।
ଯେଉଁଠି ନିର୍ଦ୍ଧିଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ହୋଇଥିଲା ପରୀକ୍ଷା ବ୍ୟବସ୍ଥା। ପ୍ରାଥମିକ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାରିଛି CBI।୧୭ ଅଭିଯୁକ୍ତଙ୍କ ନାଁରେ ତଥ୍ୟ ପ୍ରମାଣ କୋର୍ଟଙ୍କୁ ଦେଇଛି CBI।