ଭୁବନେଶ୍ବର ଏୟାରଲିଫ୍ଟ ହେବେ ପ୍ରସନ୍ନ ଆଚାର୍ଯ୍ୟ

ପ୍ରସନ୍ନଙ୍କୁ ସମ୍ବଲପୁରରୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ଅଣାଯିବ।

ରେଢ଼ାଖୋଲରେ ପ୍ରସନ୍ନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes