ଭୁବନେଶ୍ବର ଏସପ୍ଲାନେଡ ମଲ୍‌ରେ ଏନଡିଆରଏଫର ମକଡ୍ରିଲ

ସପିଂ ମଲ୍‌ରେ ଅଗ୍ନିକାଣ୍ଡ ମୁକାବିଲା ପାଇଁ ଆଜି ମକଡ୍ରିଲ୍ ହୋଇଛି।

ମକଡ୍ରିଲରେ ଏନଡିଆରଏଫ ଟିମ୍ ସହ ଅଗ୍ନିଶମ ବିଭାଗ ସାମିଲ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes