ନିଯୁକ୍ତି ଜାଲିଆତି ନେଇ ଭୁବନେଶ୍ବର ଏମ୍ସ ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରିଛି ସିବିଆଇ।
ଭୁବନେଶ୍ବର କଳ୍ପନା ସ୍ଥିତ ଏକ ଫ୍ଲାଟ୍, ଜଗତସିଂହପୁରରେ ଚଢ଼ାଉ କରି ବିପୁଳ କାଗଜପତ୍ର ଜବତ କରିଛି ସିବିଆଇ।
Credible Local News of Odisha