ଭୁବନେଶ୍ବର ଉପକଣ୍ଠରେ ବୋମାମାଡ଼, ୨ ଆହତ

ଭୁବନେଶ୍ବର ଉପକଣ୍ଠ ଏୟାରଫିଲ୍ଡ଼ ଥାନା ପଞ୍ଚୁପଲି ଗାଁରେ ବୋମାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଗତକାଲି ରାତିରେ ବୋମାମାଡ଼ କରି ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version